ଦୂଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି  , (ପ୍ରତାପ ଚନ୍ଦ୍ର ପାଢୀ) ପରିଣତ ବୟସରେ ପରକୀୟା ପ୍ରିତୀ ମହଙ୍ଗା ପଡିଲା।ଏପରି ଏକ ଘଟଣା ଜି.ଉଦୟଗିରି ଅଞ୍ଚଳରେ ଘଟିଥିବା ଅଭିଯୋଗରେ ଜଣେ ୫୫ ବର୍ଷର ବ୍ୟକ୍ତିକୁ ଜି.ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ବିବରଣିରୁ ପ୍ରକାଶ ଯେ ଜି.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପଡି ପଞ୍ଚାୟତର ଦିନେଶ ନାୟକ ୫୫ ବର୍ଷ ବୟସ୍କ ବ୍ୟକ୍ତି ଆଡାଶିକୁପା ଗ୍ରାମର ଜଣେ ୪୫ ବର୍ଷ ବୟସ୍କା ବିବାହିତା ମହିଳାକୁ ଦୂଷ୍କର୍ମ କରିଥିବା ନେଇ ପିଡିତା ମହିଳାଙ୍କ ଏତଲାକୁ ଭିତି କରି ଥାନା କେସ ନଂ ୯୦/୨୦ ଦଫା ୩୭୬,୨(୩),୫୦୬ ରେ ଅଭିଯୁକ୍ତ ଦିନେଶ ନାୟକଙ୍କୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବାନେଇ ଥାନା ଅଧିକାରୀ ତଥା ତଦନ୍ତ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Please Share

Leave a Reply

Your email address will not be published. Required fields are marked *