ହିଞ୍ଜିଳି ଅଞ୍ଚଳରେ ବାଣ ବିକ୍ରି କରିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ

Advertisement
Advertisement
Click for Any Complaint Regarding This News
AAA Online Services

ହିଞ୍ଜିଳିକାଟୁ  ,ହିଞ୍ଜିଳି ପୌରଞ୍ଚଳ ଓ ବେଲଗାଁ ଅଚଂଳରୁ ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ହିଞ୍ଜିଳି ପୋଲିସ ଜବତ କରିଛି। ଏନେଇ ହିଞ୍ଜିଳି ଥାନାରେ ବିସ୍ଫୋରକ ସାମଗ୍ରୀ ଓ ଶବ୍ଦ ପ୍ରାଦୂଶଣ ଆଇନର ଉଲ୍ଲଂଘନ ନେଇ ୪୦୬/୨୦ ,୪୦୭/୨୦ ଦୁଇଟି ମାମଲା ରୁଜୁ ହୋଇଛି ।ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ନେଇ କଡାକଡ଼ି ନିୟମକୁ ଫୁ କରି ବାଣ ତିଆରି ଓ ବିକ୍ରି କରିବା ସହ ସହର ଏବଂ ଗ୍ରାମାଞ୍ଚଳକୁ ଚୋରାରେ ଆସିବା ଏକ ପ୍ରକାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *