୩୭ ବର୍ଷିୟ ବିରୁପାକ୍ଷ ର ମୃତ୍ୟୁ ସନ୍ଦେହ ଘେରରେ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ବାରମ୍ବାର ସୋସିଆଲ ମିଡ଼ିଆ ଓ ପ୍ରିଣ୍ଟ ମିଡିଆ ରେ ବେଆଇନ ଭାବେ ମହୁଲି ମଦ ରନ୍ଧା କୁ ନେଇ ଖବର ପ୍ରକାଶିତ ହେଉଥିଲେ ସୁଦ୍ଧା ଅବକାରୀ ବିଭାଗ ର କୁମ୍ଭକର୍ଣ୍ଣ ନିଦ କୁ ନେଇ ଅନେକ ଦ୍ବନ୍ଦ ସୃଷ୍ଟି ହେଉଛି l ପଦ୍ମପୁର ଅଂଚଳରେ ଯେତିକି ପରିମାଣରେ ବେ ଆଇନ ଭାବେ ମହୁଲି ସଦର ଆମର ଚାଲିଛି ସାରା ଓଡ଼ିଶାରେ ସର୍ଭେ କଲେ ୧ ନମ୍ବର ସ୍ଥାନରେ ପଦ୍ମପୁର ଉପଖଣ୍ଡ ଯିବ ରାଜବୋଡାସମ୍ବର ବ୍ଲକ ଅଧିନସ୍ଥ ପୁରେନା ଗ୍ରାମ ର ବିରୁପାକ୍ଷ ବିଶ୍ୱାଳ ବୟସ:-୩୭ ଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ କୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି lଗତକାଲି ବିରୁପାକ୍ଷ ପ୍ରଚୁର ପରିମାଣରେ ରନ୍ଧାମଦ ପିଇ ନିଶାସକ୍ତ ହୋଇପଡ଼ିଥିଲେ, ଏହାକୁ ନେଇ ଗ୍ରାମବାସୀ ମଦମୃତ୍ୟୁ ରେ ଜୀବନ ଟି ଅକାରଣେ ଚାଲିଯାଇଥିବାର ଅନୁମାନ କରନ୍ତି lସତରେ ମଦ ମୃତ୍ୟୁ ନା ଆକସ୍ମିକ ମୃତ୍ୟୁ ତାହା ଶବବ୍ୟବଛେଦ ପରେ ହିଁ ଜଣାପଡିବ lପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା

Please Share

Leave a Reply

Your email address will not be published. Required fields are marked *