ରାଜଗାଙ୍ଗପୁର ଇତିହାସରେ ପ୍ରଥମ ଥର ପୈରପାଳିକା ପକ୍ଷରୁ ରାତ୍ରି କାଳୀନ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ପୈରପାଳିକା ଅଧିକାରୀ ଙ୍କ ନିର୍ଦ୍ଦେଶ ଏବଂ ଉପସ୍ଥିତ ରେ ରାଜଗାଙ୍ଗପୁର ସହର ମୁଖ୍ୟ ରାସ୍ତା ଏବଂ ବିଭିନ୍ନ ଗଳି କନ୍ଦି ରେ ସଫାସୁତୁରା କାର୍ଯ୍ୟକ୍ରମ କରାଯାଇଛି l ସଚ୍ଛଭାରତ ଅଭିଜାନ କୁ ଆହୁରି ଜୋରଦାର କରିବା ଲକ୍ଷ୍ୟରେ ପୈରପାଳିକା ସଫେଇକୁ ଗୁରୁତ୍ତର ରୁପେ ଗ୍ରହଣ କରି ରାଜଗାଙ୍ଗପୁର କୁ ଓଡ଼ିଶାରେ ୧ ନଂ ସ୍ଥାନରେ ପହଞ୍ଚିବା ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଉକ୍ତ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଛି ବୋଲି ସଫେଇ କର୍ମଚାରୀ ଏବଂ ଅଧିକାରୀ ମତ ଦେଇଥିଲେ।
ରାଜଗାଙ୍ଗପୁର ସହର ଏବେ ସୁସ୍ଥ ଓ ସୁନ୍ଦର ପାଇଁ ସରକାର ପୈରପାଲିକା କୁ ସର୍ଭେ କରି ପ୍ରଶଂସା ଓ ସମ୍ନାନ କରିଥିଲେ l ତେଣୁ ଉକ୍ତ କାର୍ଯ୍ୟ ପାଇଁ ସହରର ବିଭିନ୍ନ ସଂଗଠନ ,ବରିଷ୍ଠ ନାଗରିକ, ସେଚ୍ଛାସେବି ସମାଜ ଏବଂ ବୁଧ୍ୟିଜିବି ମହଲରେ ଆନନ୍ଦ ପ୍ରକାଶ ପାଇଅଛି ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।
ରାଜଗାଙ୍ଗପୁର ରେ ଆରମ୍ଭ ହେଲା ରାତ୍ରୀ କାଳୀନ ସଫେଇକାର୍ଯ୍ୟକ୍ରମ
Click for Any Complaint Regarding This News
AAA Online Services