ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଷପଡା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଷପଡା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର।ପଞ୍ଚାୟତ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟରେ ରହିଛି କୁସପଡ଼ା ଗ୍ରାମର ମେଳା ପାହାଡ଼ର ସୈାନ୍ଦର୍ଜିକରଣ କାର୍ଯ୍ୟର ଅନୁଧ୍ୟାନ ସହିତ ନୂତନ ପଞ୍ଚାୟତ ଗୃହର ଭୁମି ପୁଜା,କେ.ସମନ୍ତରପୁର ଗ୍ରାମର ଆଦର୍ଶ ପୋଖରୀ କାର୍ଯ୍ୟ ସମେତ ବିଦ୍ୟାଳୟର କାର୍ଯ ଓ ଅନ୍ୟାନ୍ୟ କାର୍ଯ୍ୟ ବୁଲି ଦେଖିଥିଲେ lସେହିପରି ପତାଣ୍ଡ ଗ୍ରାମର ଏମ୍. ଏନ୍.ଆର୍ ଜି.ଏସ କାର୍ଯ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବୁଲି ଦେଖିଥିଲେ କେଦରପୂର ଗ୍ରାମର ବିଭିନ୍ନ କାମର ତଦାରଖ କରି ପଞ୍ଚାୟତ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ସମେତ ବ୍ଲକ ଉଅଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡି,ସରପଞ୍ଚ ଏସ.ରିନା ଦୋରା,ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା,ବ୍ଲକ ସହକାରୀ ଯନ୍ତ୍ରୀ ଗଦାଧର ଲେଙ୍କା,କନିଷ୍ଠ ଯନ୍ତ୍ରୀ ପ୍ରେମାରଞ୍ଜନ ମହାପାତ୍ର,ପୂର୍ବତନ ସରପଂଚ ଆର.ଦେବହାରି ଦୋରା,ରାଜ୍ୟ ବିଜେଡ଼ି ଯୁବ ନେତା କାହୁଁ ଚରଣ ପାତ୍ର,ବିଜେଡ଼ି ଯୁବ ନେତା ବି.ବାଲାଜୀ ରେଡି,ଜି.ସନ୍ତୋଷ ଦୋରା,ସମୀର ସ୍ୱାଇଁଙ୍କ ସମେତ ପଞ୍ଚାୟତର ତୁଙ୍ଗ ନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *