କଟକ: କଟକ ମାଲଗୋଦାମରେ କମିଶନରେଟ ପୋଲିସ ଅଚାନକ ଭାବେ ଚଢ଼ାଉ କରିଛି l କଟକ ମାଲଗୋଦାମ ଭିତରେ ଏକ ନକଲି ଫ୍ୟାକ୍ଟ୍ରିରେ ଲଙ୍କା ଓ ହଳଦୀ ଗୁଣ୍ଡ ଅପମିଶ୍ରଣ କରାଯାଉଥିବା ପୋଲିସ ଚଢ଼ାଉ କରିଥିଲା lବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ଆଜି ପୁଲିସ ଅତର୍କିତ ଚଢ଼ଉ କରିଥିଲା । ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ଅପମିଶ୍ରିତ ସାମଗ୍ରୀ ମାଲଗୋଦାମ ପୋଲିସ୍ ଜବତ କରିଛି।
ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରୁଛି।
କଟକ ମାଲଗୋଦାମରେ କମିଶନରେଟ ପୋଲିସ୍ର ଅଚାନକ ଚଢ଼ାଉ ; ବିପୁଳ ପରିମାଣର ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ
Click for Any Complaint Regarding This News
AAA Online Services