ଗଞ୍ଜେଇ ସହ ୫ ଗିରଫ ; ୨ ଗାଡି ଜବତ

Advertisement
Advertisement
Click for Any Complaint Regarding This News
AAA Online Services

ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ଭଞ୍ଜନଗର ପୋଲିସ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ସମୟରେ କନ୍ଧମାଳ ଜିଲ୍ଲା ପଟୁ ଏକ ମାରୁତି କାର ଓ ଏକ ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା।ପୋଲିସ ଉକ୍ତ ଗାଡି ଦୁଇଟିକୁ ଅଟକାଇ ଜବତ କରିବା ସହ ଘଟଣା ସ୍ଥଳରୁ ୪୫.୫ କେଜି ଗଞ୍ଜେଇ ଜବତ କରିଛି। ଏଥି ସହିତ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଚଢାଉ ରେ ଏସଆଇ ସମୀର କୁମାର ବେହେରା , ଲିତାରାଣୀ ପରିଡା , ଟୁନା ପିଡିକା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ l

Please Share

Leave a Reply

Your email address will not be published. Required fields are marked *