ତିର୍ତ୍ତୋଲ ଉପନିର୍ବାଚନ ଉପନିର୍ବାଚନ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୬,୬୬୭ ଭୋଟରେ ଆଗୁଆ ରହିଛି । । ସେହିପରି ଭାବେ ବାଲେଶ୍ୱର ଉପନିର୍ବାଚନର ୧୮ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ୭ ହଜାର ୪୨୩ ଖଣ୍ଡ ଭୋଟରେ ଆଗୁଆ ରହିଛି । ବିଜେଡି ୬୧ହଜାର ୬୦୦, ବିଜେପି ୫୪ ହଜାର ୧୭୭ କଂଗ୍ରେସ ୩ ହଜାର ୯୨୦ ଖଣ୍ଡ ଭୋଟ ପାଇଛନ୍ତି
ଓଡିଶା ଉପନିର୍ବାଚନ : ବିଜେଡି ତିର୍ତ୍ତୋଲ ଓ ବାଲେଶ୍ୱର ହାତେଇବା ସମ୍ଭାବନା ଦୃଢ
Click for Any Complaint Regarding This News
AAA Online Services