ସମାଜ ସେବା କରିବା ମୋର ଲକ୍ଷ୍ୟ :-ଆଶିଷ ଜ୍ୟୋତିଷ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ର କଟାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଏକ ପାହାଡ ପର୍ବତ ଘେରା ଯୁବାଖୋଲ ପଲ୍ଲୀ ଗ୍ରାମ ରେ ଆଶିଷ ଜ୍ୟୋତିଷ ଙ୍କ ଜନ୍ମ lପିଲା ଟି ଦିନରୁ ଅସହାୟ ଙ୍କୁ ସେବା କରିବା ଉଦ୍ଦେଶ୍ୟରେ ସେ ସମର୍ପିତ lଲୋକଙ୍କୁ ସତପଥଗାମୀ ହେବା ସହିତ ବର୍ତ୍ତମାନ ସମୟରେ ମହାମାରୀ କରୋନା ଦାଉ ରୁ ନିଜ ଜୀବନ କୁ ବଂଚାଇ ବା ସହିତ ମାନବ ଜାତିକୁ ବଂଚାଇବାକୁ ଭିନ୍ନ ଭିନ୍ନ ଶୈଳୀରେ ଲୋକ ଙ୍କୁ ସଚେତନ କରାଇଚାଲିଛନ୍ତି lଆଜି ପୁଢୋରଖାର୍ ଗ୍ରାମ କୁ ଆସି ସଚେତନତା ସୃଷ୍ଟି କରିବା ସହ ଜନସାଧାରଣ ଙ୍କୁ ମାକ୍ସ ବ୍ୟବହାର ର ଉପକାରିତା ସାଙ୍ଗକୁ ମାକ୍ସ ବଣ୍ଟନ କରିଥିଲେ lସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ଲୋକ ଙ୍କୁ ସଚେତନ କରାଇଲେ କରୋନା ସଂକ୍ରମିତ ରେ ଲଗାମ ଦେଇ ହେବ ବୋଲି ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *