ଓଡିଶା ଉପନିର୍ବାଚନ : ତିର୍ତ୍ତୋଲ ଉପନିର୍ବାଚନ ଉପନିର୍ବାଚନ ୧୧ତମ ରାଉଣ୍ଡ ପରେ ବିଜେଡି ୧୭ ହଜାର ୪୫୧ଖଣ୍ଡ ଭୋଟରେ ଆଗୁଆ ରହିଛି । ଏଠାରେ ସୁଚନା ଯୋଗ୍ୟ ଯେ ବିଜେଡି ୩୮ ହଜାର ୪୩, ବିଜେପି ୨୦ ହଜାର ୫୯୨ ଓ କଂଗ୍ରେସ ୯ ହଜାର ୪୯୧ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାବେ ବାଲେଶ୍ୱର ଉପନିର୍ବାଚନର ୧୨ତମ ରାଉଣ୍ଡ ପରେ ବି ବିଜେଡ଼ି ଆଗରେ ରହିଛି । ଏହା ସହିତ ବିଜେଡ଼ି ସମୁଦାୟ ୫୭୧୩ ଭୋଟରେ ଆଗୁଆ ରହିଛି।
ଓଡିଶା ଉପନିର୍ବାଚନ : ବାଲେଶ୍ୱରରେ ଜୋରଦାର୍ ଲଢେଇ
Click for Any Complaint Regarding This News
AAA Online Services