ବାଲିସାହି ମଙ୍ଗଳାମୁଣ୍ଡି ଛକରେ “ମୋ ଧାମ ମୋ ଗର୍ବ “ଅଭିଯାନକୁ ଅନୁସରଣ

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ : ଜିଲ୍ଲାପାଳଙ୍କ “ମୋ ଧାମ ମୋ ଗର୍ବ “ଅଭିଯାନକୁ ଅନୁସରଣ କରି ବାଲିସାହି ମଙ୍ଗଳାମୁଣ୍ଡି ଛକରେ ଏକ ସଭାଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାର୍ଥନା ସ୍ଵୟଂ ସହାୟକ ଗୋଷ୍ଠି ଓ ଅନ୍ୟମାନେଯୋଗ ଦେଇ ସ୍ୱଚ୍ଛସାଥି ଙ୍କ କାର୍ଯ୍ୟକୁ ଭୁୟସି
ପ୍ରସଂଶା କରିଥିଲେ ।

ଏହାପରେ ସମସ୍ତ ସ୍ଵଚ୍ଛସାଥିଙ୍କୁ ଫୁଲମାଳ ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ସାଗର ପାତ୍ର ଓ ଶ୍ୟାମସୁନ୍ଦର ବେଜସମସ୍ତ ସାଥିଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ ।

Please Share

Leave a Reply

Your email address will not be published. Required fields are marked *