କୁକୁରଙ୍କ ସହ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବେ ଜୋ ବିଡେନ

Advertisement
Advertisement
Click for Any Complaint Regarding This News
AAA Online Services

ଆମେରିକାର : ଆମେରିକାର ଅଧିକାଂଶ ନବ ନିର୍ବାଚିତ ରାଷ୍ଟ୍ରପତି ମାନେ ନିଜ ଗୃହ ପାଳିତ କୁକୁର, ବିଲେଇମାନଙ୍କ ସହିତ ପ୍ରବେଶ କରନ୍ତି ହ୍ବାଇଟ୍ ହାଉସର ଅର୍ଥାତ୍ ଆମେରିକାର ରାଷ୍ଟ୍ରପତି ଭବନରେ ପ୍ରବେଶ କରନ୍ତି । ପୂର୍ବର ଅନେକ ରାଷ୍ଟ୍ରପତି ଏହା କରିଛନ୍ତି। ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ତାହା କରିବାକୁ ଯାଉଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ଜୋ ବିଡେନଙ୍କ ଦୁଇଟି କୁକୁର ଅଛି l ଜର୍ମାନୀରୁ ଆସିଥିବା ଏହୀ କୁକୁର ଦୁଇଟି ମଧ୍ୟ ଜୋ ବିଡେନଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବେ। କୁକୁର ଦୁଇଟି ମଧ୍ୟରୁ ଗୋଟିଏର ନାମ “ମେଜର” ଏବଂ  ଅନ୍ୟଟିର ନାମ “ଚାମ୍ପ” |

Please Share

Leave a Reply

Your email address will not be published. Required fields are marked *