ଭଦ୍ରକ: ଆଜି ଭଦ୍ରକ ପୁରୁଣା ବଜାର ଥାନ ଷ୍ଟୋର ରୁମ ରେ ଘଟି ଯାଇଚି ଏକ ଅଭା ଭାନୀୟ ଘଟଣା। ଗତ କାଲି ରାତି 10.30 ମିନିଟ୍ ରେ ସୋଇ ଥିବ ଅବସ୍ଥାରେ ମଶା ଧୂପ ଦୂୟାର ମଶାରୀ ରେ ନିଆ ଲାଗି (OSAP) ର 3 ଯବାନ , ସଂଗ୍ରାମ ଟୁଡୁ, ଗଣେଶ ନାୟକ, ମନରଞ୍ଜନ୍ ଘଡେଇ ପୋଡ଼ି ଯାଇଥିବା ଦେଖି ଥାନାର ଅଫିସର ମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିଲେ।3 ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ ଜଣେ ଯବାନ ଗୁରୁତର ଥିବାରୁ ଡକ୍ଟର ତାଙ୍କୁ କଟକ ମେଡିକାଲ କୁ ନବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣା କୁ ନେଇ ଭଦ୍ରକ additional sp ବିକାଶ ଦାଶ ଦୁଃଖ ପ୍ରକାଶ କରିବା ସହ ଏକ ମାମଲା ରୁଜୁ କରିଛନ୍ତି। ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା