କରୋନା କାଳରେ କାନ୍ଦୁଛି କଳାକାର

Advertisement
Advertisement
Click for Any Complaint Regarding This News
AAA Online Services

ଭଦ୍ରକ : ଆଜି ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟ ରେ କଳାକାର ମାନଙ୍କର ଏକ ବିକ୍ଷୋପ ଆନ୍ଦୋଳନ ବା ଦାବିପତ୍ର ନେଇ ଆନ୍ଦୋଳନ କରିଛନ୍ତି। କିଛିଦିନ ପୂର୍ବରୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ କହିଥିଲେ ମାତ୍ର ସେ ଶୁଣି ନଥିଲେ ତେଣୁ ଆଜି ସେମାନେ କଚେରି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାୟ୍ୟନ୍ତ ବିକ୍ଷୋପ କରି କହିଛନ୍ତି lମଦ ଦୋକାନ ଖୋଲିବ ଏବଂ ବାଲେଶ୍ଵର ରେ ଯେଭଳି ରାଜନୈତିକ ରେ ୧୦ ହଜାର ଲୋକ ମଧ୍ୟରେ ଚାଲିଛି ତାକୁ କିଏ ପରମିଶନ ଦେଇଛି କଣ ରାଜ୍ୟ ସରକାର ପରିମିଶନ ଦେଇଛନ୍ତି ଏହି ବାବଦରେ କିଛି ଭଉଣୀ କଳାକାର ମଧ୍ୟ୍ୟ କହିଛନ୍ତି ଯଦି ଆମର ଦୁଖ ନ ବୁଝିବେ ଆମେ ଏହି ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ନିକଟରେ ଧାରଣା ଦେବୁ । ଯେତେଦିନ ଯାଏ ଖୋଲାଯାଇନି ଏହି ଆନ୍ଦୋଳନ ଆଗାମି ଦିନ ପାଇଁ ଜାରି ରହିବ।ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା

Please Share

Leave a Reply

Your email address will not be published. Required fields are marked *