କଟକରେ କାଳୀପୂଜାକୁ ନେଇ କଟକଣା
- ଦୁର୍ଗା ପୂଜା ପରି ଜାରୀ କରାଯାଇଥିବା କଟକଣା ହୋଇଥିଲା ତାହା କାଳୀ ପୂଜାରେ ମଧ୍ୟ ଲାଗୁ କରାଯିବ
- କାଳୀ ପୂଜା ସମୟରେ ମା କାଳୀଙ୍କ ମୂର୍ତ୍ତି ୪ ଫୁଟରୁ ଅଧିକ ହେବ ନାହିଁ l
- ଭସାଣ ସମୟରେ ପ୍ରତି ପୂଜା ମଣ୍ଡପରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ l
- ତେବେ ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଥିବା ସୁଚନା ମିଳିଅଛି l