ମାଟି ଅତଡା ଖସିବା ଯୋଗୁଁ 4 ପିଲାଙ୍କର ମୃତ୍ୟୁ

Advertisement
Advertisement
Click for Any Complaint Regarding This News
AAA Online Services

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟ ବାରଖେରୀ ଗ୍ରାମରେ କାଦୁଅ ଖୋଳୁଥିବା ସମୟରେ ମାଟି ଅତଡା ଖସିବା ଯୋଗୁଁ 4 ପିଲାଙ୍କର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଗାଁର 7 ଜଣ ପିଲା ମାଟି ଖୋଳିବାକୁ ଯାଇଥିଲେ  ମାତ୍ର ମାଟି ଖୋଳୁଥିବା ସମୟରେ ସେମାନଙ୍କ ଉଅପରେ ମାଟି ଅତଡା ଖସି ପଡିଥିଲା l  ଯେଉଁଥିରୁ 6 ଜଣ ପୋତି ହୋଇ ଯାଇଥିଲେ ଓ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ପିଲାମାନଙ୍କର ବୟସ 5 ରୁ 12 ବର୍ଷ ବୋଲି ଜଣା ପଡିଛି । ଆହତଙ୍କୁ ଚିକିତ୍ସା ନିମନ୍ତେ  ଡାକ୍ତରଖାନାକୁ ପଠାଯାଇଛି।

Please Share

Leave a Reply

Your email address will not be published. Required fields are marked *