ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକ ର ଗୋଠଗୁଡା ଗ୍ରାମ ପଞ୍ଚାୟତ ରେ ମହାମାରୀ କରୋନା ସଙ୍କଟ ସମୟରେ ଗାଁ ଗାଁ ରେ ଲୋକ ଙ୍କୁ ସଚେତନ କରିବାରେ ଅଣ୍ଟା ଭିଡ଼ି କରୋନା ଯୋଦ୍ଧା ଭାବେ ଯେଉଁମାନେ ଆଗେଇଥିଲେ ସେମାନଙ୍କୁ ଝାରବନ୍ଧ ଜୋନ-୧ ର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି କୁମୋଦିନୀ ସାହୁ ସମ୍ମାନିତ କରିଥିଲେ lଇତ୍ୟଅବସରରେ ବି,ଜେପି କର୍ମୀ ଶ୍ରୀଯୁକ୍ତ ଜୟ ନିଗମ, ରମେଶ ଦାଶ,ଧନଂଜୟ ସାହୁ,ନନ୍ଦୁ ନାଏକ, ଗୈାତମ ଅଜଗର,କିଶୋର ଦିପ,ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l
କରୋନା ସମୟ ରେ ଅକ୍ଲାନ୍ତ ପରିଶ୍ରମର ଫଳ ଦେଲେ ଜିଲ୍ଲାପରିଷଦ ସଭ୍ୟା
Click for Any Complaint Regarding This News
AAA Online Services