ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ର ଚୁଡ଼ାମଣି ଅଞ୍ଚଳ ର ସୋମ୍ୟରଞ୍ଜନ ପାଢ଼ୀ OJEE ଏଣ୍ଟ୍ରାନ୍ସ ରେ ଆଣିଛନ୍ତି ପ୍ରଥମ ସ୍ଥାନ । ସେ ଏବେ କଟକ ସ୍ଥିତ ବୋଷ ଇଂଜିନିୟରିଂ କଲେଜ ରେ ଡିପ୍ଲୋମା କରୁଛନ୍ତି l ସେ b tech OJEE ଏଣ୍ଟ୍ରାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏଥି ପାଇଁ ସେ ୬ରୁ ୭ ଘଣ୍ଟା ପରିଶ୍ରମ କରିଥିବା କହିଛନ୍ତି।ପ୍ରଥମ ସ୍ଥାନ ପାଇଁ ପରିବାର ଓ ସାର ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୋମ୍ୟରଂଜନ ପ୍ରଥମ ସ୍ଥାନ ଅଧିକାର କରିବା ପରେ ସାର ମନେ ସୁବେଛା ଜଣାଇଛନ୍ତି।ଆଗକୁ ସେ ସଫ୍ଟୱେର ଡେଭଲପେର ହେବେ ବୋଲି କହିଛନ୍ତି।
ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା
ସଫ୍ଟଓୟାର ଡେଭଲପେର ହେବି….. ସୋମ୍ୟରଞ୍ଜନ ପାଢ଼ୀ
Click for Any Complaint Regarding This News
AAA Online Services