ୱାଶିଂଟନ୍, ଇସଲାମାବାଦ, ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟରେ ଯଦି କୌଣସି ଦେଶ ସବୁଠୁ ବେଶୀ ଖୁସି ହେଉଛି, ତେବେ ସେହି ଦେଶ ହେଉଛି ପାକିସ୍ତାନ | ଜୋ ବିଡେନଙ୍କ ବିଜୟର ଆଶା ସହିତ | ପାକିସ୍ତାନରେ ଖୁସିରେ ଲହରୀ ଖେଳି ଯାଇଅଛି । ପାକିସ୍ତାନ ସରକାର କିପରି ଜୋ ବିଡେନଙ୍କ ଆଗରେ ଭିକ୍ଷା ଥାଳ ଦେଖାଇ ଆମେରିକା ଠାରୁ ସହାୟତା ଆଣିବ ସେ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି | ଏଠାରେ ସୁଚନା ଯୋଗ୍ୟ ଯେ ପାକିସ୍ତାନ ଯେତେବେଳେ ଓବାମା ଆମେରିକାର ରାଷ୍ଟ୍ରପତି ଥିଲେ ସେତେବେଳେ ବିଡେନ ଉପରାଷ୍ଟ୍ରପତି ଥିଲେ, ସେହି ସମୟରେ ସେ ପାକିସ୍ତାନ ଆସି 150 ମିଲିୟନ ଆମେରିକୀୟ ଡଲାର ସହାୟତା ରୂପେ ଅନୁମୋଦନ କରିଥିଲା l ଯାହା ପାକିସ୍ତାନୀ ଲୋକମାନେ ଏବେ ମଧ୍ୟ ମନେ ରଖିଛନ୍ତି। ସେହି ସମୟରେ ପାକିସ୍ତାନ ବିଡେନଙ୍କୁ ନିଜର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲା l
ବିଡେନଙ୍କ ବିଜୟ ସହିତ କାହିଁକି ଖୁସୀ ହେଉଛି ପାକିସ୍ତାନ ? ପଢନ୍ତୁ ଏହି ରିପୋର୍ଟ ରେ
Click for Any Complaint Regarding This News
AAA Online Services