ଏ ବର୍ଷ ରାଜ୍ୟରେ ସ୍କୁଲ୍ ଖୋଲିବନି ଅର୍ଥାତ ରାଜ୍ୟରେ ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରହିବ । ସ୍କୁଲ ବନ୍ଦ ରହିବା ନେଇ ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଅଛି । ଏଠାରେ ସୁଚନା ଯୋଗ୍ୟ ଯେ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢିଥିଲା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଅଛି ।
BIG NEWS : ଏ ବର୍ଷ ଖୋଲି ନ ପାରେ ସ୍କୁଲ୍
Click for Any Complaint Regarding This News
AAA Online Services