ଚଳିତବର୍ଷର OJEE ରେଜଲ୍ଟ ପ୍ରକାଶ ପାଇଛି l ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶିତ ହୋଇଛି । ଏଠାରେ ସୁଚନା ଯୋଗ୍ୟ ଯେ ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ୟ ମିଳିଛି।
ଟପ୍ପର ତାଲିକ
- ଏମ୍.ଟେକ୍ ଟପ୍ପର – ଶ୍ୟାମସୁନ୍ଦର ପଟେଲ
- MBA ଟପ୍ପର – ଶୁଭକାନ୍ତ ସାହୁ
- MCA ଟପ୍ପର – ଜୟଦୀପ ଦେ
- ବି. ଟେକ୍ ଟପ୍ପର – ଶୋଭିତ ପଟେଲ
- ବି ଫାର୍ମ- ସୌମ୍ୟ ରଞ୍ଜନ ରାଉତରାୟ
- ଏମ୍ ଫାର୍ମ- ପରିମିତା ସାହୁ