ଭୁବନେଶ୍ବର : ଇ-ବିଧାନସଭା ତାଲିମ ଆଜିଠୁ ଆରମ୍ଭ ହୋଇଛି ।ଇ-ବିଧାନସଭା ତାଲିମର ପ୍ରାଥମିକ ପର୍ଯ୍ୟାୟରେ ପ୍ରଶାସନିକ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ଏପ୍ରିଲ ମାସରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ଏଠାରେ ସୁଚନା ଯୋଗ୍ୟ ଯେ ଏନଆଇସି ଏବଂ ଓକାକର ଏକ୍ସପର୍ଟମାନେ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି । ପ୍ରତିଦିନ ୩ଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବା ନେଇ କାର୍ଯ୍ୟସୁଚୀ ନିରଧାରଣ କରାଯାଇଛି ।
ଆଜିଠୁ ଆରମ୍ଭ ହେଲା ଇ-ବିଧାନସଭା ତାଲିମ
Click for Any Complaint Regarding This News
AAA Online Services