BREAKING: ଅର୍ଣ୍ଣବ ଗୋସ୍ୱାମୀଙ୍କୁ 14 ଦିନିଆ ନ୍ୟାୟିକ ହେପାଜତ, ଦୀପାବଳି ଜେଲରେ କଟିବ

Advertisement
Advertisement
Click for Any Complaint Regarding This News
AAA Online Services

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ କୋର୍ଟ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଜି ସକାଳେ ତାଙ୍କ ବାସଭବନରୁ ପୋଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Please Share

Leave a Reply

Your email address will not be published. Required fields are marked *