ବେଲଗୁଣ୍ଠ| : ବେଲଗୁଣ୍ଠ| ବ୍ଲକ ଧୁମୁଛାଇ ପଂଚାୟତ ପାଟୁଳିସାହି ଗ୍ରାମରେ ଜୀବନବିନ୍ଦୁ ରକ୍ତଦାନ ଶିବିରରେ 25ଜଣ ରକ୍ତଦାତା ରକ୍ତଦାନ କରିଛନ୍ତି |ଏହି ଶିବିରକୁ ସାଂସଦ ପ୍ରମିଳା ବିଶୋଇ ଉଦଘାଟନ କରିଥିବା ବେଳେ ବିଧାୟକ ପୁର୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ |ଶିବିର ପରିଚାଳନା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ କରିଥିଲେ |ଅନ୍ୟମାନଙ୍କ ମଧ୍ୟ୍ୟରେ ଜୀବନବିନ୍ଦୁ ଜ଼ିଲ୍ଲା ସଂଯୋଜକ ସୁବାଷ ମହାରଣା,ଜ଼ିଲ୍ଲା ବିଯେଡ଼ି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଓସକାର୍ରଡ଼ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ସୋରଡ଼ା ନିର୍ବାଚନ ମଣ୍ଡଳୀ ପୂର୍ବତନ ସଭାପତି ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ଯୁବ ସଂଘଟକ ବିଭୁପଦ ଜେନା, ଇଙ୍ଗିନାଠି ସରପଞ୍ଚ ତ୍ରିନାଥ ଗୋଛାୟତ, ଜ଼ିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ପ୍ରମୁଖ ଯୋଗ ଦେଇଥିଲେ |ଗ୍ରାମର ପ୍ରଗତି ଯୁବକ ସଂଘ ଗଜଲଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ହୋଇଥିଲା |ଗ୍ରାମର ରୁପେଶ ବିଶ୍ୱାଳ, ଆକାଶ ଜେନା, ସୁଚିତ୍ର ନାୟକ, ଉତ୍ତମ ବିଶୋଇ, ବଳରାମ ପ୍ରଧାନ, ରାମଚନ୍ଦ୍ର ବିଶୋଇ, ବିଜୟ ସ୍ୱାଇଁ, ସନ୍ତୋଷ ରଣା ପରିଚାଳନା ସହ ରକ୍ତଦାନ କରଥିଲେ |ଗ୍ରାମର କାଶିଆ ସ୍ୱାଇଁ, ପୂଜାରାଣୀ ସ୍ବାଇଁ, ପଦ୍ମନାଭ ନାୟକ,ସୁବାଷ ଡାକୁଆ, ଶିବରାମ ପ୍ରଧାନ, ସ୍ୱରୂପ ବିଶ୍ୱାଳ, ଜିତେନ୍ଦ୍ର ସ୍ୱାଇଁ, ମୁନା ସେଠି, ଟିକୁ ବେହେରା, ଭଗବାନ ସ୍ୱାଇଁ, ସଞ୍ଜୟ ଭୂୟାଁ, ନିରାକାର ନାୟକ, ଦିବାକର ବିଶୋଇ, ସୁଚିତ୍ରା ସ୍ୱାଇଁ, ନାରାୟଣ ପ୍ରଧାନ,ପଞ୍ଚାନନ ଗଉଡ଼, ସନ୍ତୋଷ ଭୂୟାଁ, ଟୁନା ଜେନା, ନାରାୟଣ ଗଉଡ଼ ରକ୍ତଦାନ କରିଥିଲେ |ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ତରଫରୁ ଡାକ୍ତର ମନୋରଞ୍ଜନ ଦାସ, ବିପିନ ପାଣିଗ୍ରାହୀ, ଚିତ୍ତରଞ୍ଜନ ଡାକୁଆ, ବିଷ୍ଣପ୍ରସାଦ ମିଶ୍ର, ଇତିଶ୍ରୀ ତ୍ରିପାଠୀ, ନାରାୟଣ ବେହେରା, ପ୍ରମୋଦ କୁମାର ପ୍ରଧାନ, ସିମାଞ୍ଚଳ ସେଠି, ଗଣେଶ ନାୟକ ରକ୍ତ ଗ୍ରହଣ କରିଥିଲେ | ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ପାଟୁଳିସାହିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ
Click for Any Complaint Regarding This News
AAA Online Services