ଜଣାଶୁଣା ବ୍ୟବସାୟୀଙ୍କ ପରଲୋକ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି(ପ୍ରତାପ ଚନ୍ଦ୍ର ପାଢୀ)କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ଗଦଗୁଡା ଗ୍ରାମପଞ୍ଚାୟତର ରୁଦାଙ୍ଗିଆ ଗ୍ରାମର ଜଣାଶୁଣା ବ୍ୟବସାୟୀ ଉଦ୍ଧବ ପଣ୍ଡା ୭୨ଙ୍କ ପରଲୋକ ହୋଇଯାଇଛି ।ବିବରଣୀରୁ ପ୍ରକାଶଯେ ସ୍ବର୍ଗତ ପଣ୍ଡା କିଛି ଦିନ ହେଲା ଶ୍ବାସ ଜନିତ ରୋଗରେ ପିଡୀତ ହୋଇ ବ୍ରହ୍ମପୁର ବଡ ମେଡିକଲ ଆଈସିୟୁ ରେ ଭର୍ତ୍ତୀ ହୋଇଥିଲେ।ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ବ୍ରହ୍ମପୁର ବଡ ମେଡିକାଲରେ ପରଲୋକ ହୋଇଥିବାବେଳେ,ଆଜି ତାଙ୍କ ଜି.ଉଦୟଗିରି ସ୍ଥିତ ବାସଭବନରେ ମରଶରୀର ପହଞ୍ଚିବାପରେ ଶତାଧିକ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ।ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁଅବୋହୁ,ଝିଅଜ୍ବାଇଁ,ନାତିନାତୁଣୀ,ସହ ବହୁ ଆତ୍ମ୍ୀୟ ସ୍ବଜନ ଉପସ୍ଥିତ ଥିଲେ।ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ଧବଳେଶ୍ବର ମନ୍ଦିର ଶ୍ମଶାନରେ କରାଯାଇଥିବାବେଳେ ପୂଅ ରାଜେନ୍ଦ୍ର(ଟୁଟୁ) ମୂଖାଗ୍ନୀ ଦେଇଥିଲେ।

Please Share

Leave a Reply

Your email address will not be published. Required fields are marked *