BIG NEWS : ଚଳିତ ମାସ ନଭେମ୍ବରରେ ହିଁ ଖୋଲିବ ସ୍କୁଲ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର: ଚଳିତ ମାସ ନଭେମ୍ବରରେ ହିଁ ଖୋଲିବ ସ୍କୁଲ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ତେବେ ପିଲାଙ୍କୁ ଛାଡ଼ିବାକୁ  ଯଦି ଅଭିଭାବକ ରାଜି ନ ହୁଅନ୍ତି, ତା’ହେଲେ ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟବସ୍ଥା କରାଯିବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ।କରୋନା ପାଇଁ ପୂର୍ବରୁ ୩୦% ସିଲାବସ ହ୍ରାସ ହୋଇଛି, ଆଉ କମିବନି। ବାକି ୭୦% ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।

Please Share

Leave a Reply

Your email address will not be published. Required fields are marked *