ବାଲେଶ୍ବର ଉପନିର୍ବାଚନ : ମୌଳିକ ସୁବିଧା ମିଳୁନଥିବାରୁ ଗାଁ ଲୋକଙ୍କ ଭୋଟ୍ ବର୍ଜନ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମତଦାନ ଚାଲିଅଛି l ତେବେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ପରଥି ପଞ୍ଚାୟତ ନନ୍ଦଚକ ଗାଁ ଲୋ​‌କେ ଭୋଟ ବର୍ଜନ କରିଅଛନ୍ତି । ତେବେ ଗ୍ରାମରେ କୌଣସି ପ୍ରକାର ମୌଳିକ ସୁବିଧା ମିଳୁନଥିବାରୁ ଉକ୍ତ ଗ୍ରାମର ୧୨୬ଜଣ ନାଗରିକ ଭୋଟର ଭୋଟ୍ ଦେଇନଥିବା ସୁଚନା ମିଳିଅଛି l

Please Share

Leave a Reply

Your email address will not be published. Required fields are marked *