ଭୁବନେଶ୍ୱର: ଛାତ୍ରୀ ଅସନ୍ତୋଷ ଓ ବହୁ ବିବାଦ ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ UG ଓ PG ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି।UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି l ଏଠାରେ ସୁଚନା ଯୋଗ୍ୟ ଯେ ଗତ ଅକ୍ଟୋବର ୩୦ରେଏକ ସହ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଟପ୍ପର ତାଲିକା ପ୍ରକାଶ କରିନଥିଲେ l ଯାହାକୁ ନେଇ ଛାତ୍ର ସଂଗଠନ ପ୍ରବଳ ପ୍ରତିବାଦ କରିଥିଲେ।
ଛାତ୍ରୀ ଅସନ୍ତୋଷ ଓ ବହୁ ବିବାଦ ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶିତ
Click for Any Complaint Regarding This News
AAA Online Services