କରୋନା କଟକଣା ପରେ : ବେଲଗୁଣ୍ଠା ରେ ଖୋଲିଲା ଆହାର କେନ୍ଦ୍ର

Advertisement
Advertisement
Click for Any Complaint Regarding This News
AAA Online Services

ବେଲଗୁଣ୍ଠା , କରୋନା କଟକଣା ପାଇଁ ପ୍ରାୟ ୮ ମାସ ହେବ ବେଲଗୁଣ୍ଠା ଆହାର କେନ୍ଦ୍ର ବନ୍ଦ ରହିଥିଲା ।ବର୍ତ୍ତମାନ ଦୁଇମାସ ହେବ କଟକଣା କୋହଳ ହେବା ପରେ ଗଞ୍ଜାମ ର ଏକ ପ୍ରମୁଖ ବ୍ୟବସାୟିକ ସହର ବେଲଗୁଣ୍ଠାରେ ବ୍ୟବସାୟ ଆରମ୍ଭ ହେବା ସହ ବହୁ ବର୍ଗର ଲୋକମାନେ ଯିବା ଆସିବା ଆରମ୍ଭ।କରିଛନ୍ତି ।ଏହି ପରୀପ୍ରେକ୍ଷୀରେ କରୋନା ନିୟମ ପାଳନ କରାଯାଇ ଆଜି ବେଲଗୁଣ୍ଠା ସହରର ପୋଷ୍ଟ ଅଫିସ ସାମ୍ନାରେ ଥିବା ଆହାର କେନ୍ଦ୍ର ଆରମ୍ଭ ହୋଇଅଛି ।ବର୍ତ୍ତମାନ ଆହାର କେନ୍ଦ୍ରର ଦାୟିତ୍ୱ କେଦାର ଗୌରୀ ଏସ୍.ଏଚ୍.ଜି ଗୃପ୍।ଏହି କେନ୍ଦ୍ରର ଦାୟିତ୍ୱ ନେଇଥିବା ଜଣାପଡିଛି ।ପ୍ରଥମ ଦିନରେ ୫୨ଟି ଟିକଟ ବିକ୍ରି ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *