୦୧.୧୦.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କରିବ ବିଜେପି: ୟେଦ୍ୟୁରପ୍ପା
ଧୋନି ୨୦୨୩ ବିଶ୍ବକପ୍ ଖେଳିବା ସମ୍ଭାବନା ନାହିଁ : ଗମ୍ଭୀର
ପେନସନ୍ ନେବାକୁ ମନାକଲେ ଜେଟଲୀଙ୍କ ପରିବାର, କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କଲେ ଅନୁରୋଧ
ଭାରତ ବଜାରରେ ଚୀନ ଉତ୍ପାଦିତ ବିଷାକ୍ତ ବାଣ, ସରକାରଙ୍କୁ ସତର୍କ କଲା ଡିଆରଆଇ
କରତାରପୁର କରିଡର ଉଦ୍ଘାଟନ ପାଇଁ ପାକ୍ ନିମନ୍ତ୍ରଣକୁ ମନମୋହନଙ୍କ ପ୍ରତ୍ୟାଖ୍ୟାନ
ବିଲ୍କିସ୍ ବାନୋ ମାମଲାରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ,୨ ସପ୍ତାହରେ ୫୦ ଲକ୍ଷ କ୍ଷତିପୂରଣ ଦିଅ
ଦୁଇ ବାମଦଳର ମିଶ୍ରଣ ସୃଷ୍ଟି କରିବ ନୂଆ ରାଜନୈତିକ ସମୀକରଣ: ଡି.ରାଜା
୩୭୦ଧାରା ଉଚ୍ଛେଦ ପ୍ରସଙ୍ଗ : ଆଜି ଠାରୁ ସୁପ୍ରିମକୋର୍ଟରେ ଶୁଣାଣି
ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ମୃତ, ୩୦ରୁ ଅଧିକ ଆହତ
ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲା : ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଜାମିନ୍
ଧାରା ୩୭୦ ଓ ୩୫-ଏ’ର ଉଚ୍ଛେଦ ଶହୀଦ୍ ସିଆଇପିଏଫ୍ ଯବାନଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ଅମିତ ଶାହା
ଉଛୁଳୁଛି ହୀରାକୁଦ : ଖୋଲିଲା ୨୨ଟି ଗେଟ୍