ଦୁଃଖଦ ଘଟଣା : ଜଗତପୁର ବିରୁପା ନଦୀ କେନ୍ଦ୍ରାପଡ଼ା କେନାଲରେ ଭାସିଗଲେ ୩ ନାବାଳକ

Advertisement
Advertisement
Click for Any Complaint Regarding This News
AAA Online Services

କଟକ: ଆଜି ଜଗତପୁର ବିରୁପା ନଦୀ ନିକଟ କେନ୍ଦ୍ରାପଡ଼ା କେନାଲରେ ଏକ ଦୁଃଖଦ ଘଟଣା ଘଟିଅଛି l ଆଜି ସକାଳେ କେନ୍ଦ୍ରାପଡ଼ା କେନାଲକୁ ମାଛ ଧରିବାକୁ ଯାଇଥିବା ବେଳେ ୩ ନାବାଳକ ଭାସି ଯାଇଥିବା ସୁଚନା ମିଳିଅଛି l ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳକର ପତ୍ତା ମିଳିପାରି ନଥିବାସୁଚନା ମିଳିଅଛି l

Please Share

Leave a Reply

Your email address will not be published. Required fields are marked *