ଆଜି କଟକରେ ଦୀପାବଳି ପାଳନ ନେଇ ଏକ ଗୁରୁତ୍ବୋ ପୁର୍ଣ୍ଣ ସୁଚନା ମିଳିଅଛି l ଏଥର ଦୀପାବଳି ପାଳନ ନେଇ ବାଣ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ । ସୁଚନା ମୁତାବକ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମନେ ବାଣ ବିକ୍ରୀ କରି ପାରିବେ l ଅର୍ଥାତ୍ ଏଥର ଦୀପାବଳି ପାଇଁ ଦୋକାନୀ ମାନେ ବାଣ ବିକ୍ରି କରିପାରିବେ ଅର୍ଥାତ୍ ଦୀପାବଳିରେ ସାଧାରଣ ଲୋକ ବାଣ ଫୁଟାଇ ଦିପାବଳୀ ପାଳନ କରିପାରିବେ । ତେବେ ସୁଚନା ଅନୁସାରେ କୋଭିଡ୍ କଟକଣା ଭିତରେ କାଳୀପୂଜା କରାଯିବ । କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ମୁତାବକ ସହରର ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୧୫ପ୍ଲାଟୁନ ଫୋର୍ସ , ୫୦ଅଧିକାରୀ ମୁତୟନ ହେବେ ।
BIG NEWS : ଫିକା ପଡିବନୀ କଟକରେ ଦୀପାବଳି ; ପୂର୍ବବର୍ଷ ଭଳି ବାଣ ଦୋକାନକୁ ମିଳିବ ଅନୁମତି
Click for Any Complaint Regarding This News
AAA Online Services