କଟକ : ପଥିତଯଶା ସାରସ୍ଵତ ସାଧକ ମୁକୁଟ ବିହିନ ଗୀତିନାଟ୍ୟ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୩୮ତମ ଜୟନ୍ତୀ ସମାରୋହ ତାଙ୍କର ଜନ୍ମସ୍ଥାନ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ କୋଠପଦା ଗ୍ରାମରେ ଅଦ୍ୟ ତା ୩୧/୧୦/୨୦୨୦ ରିଖ ପବିତ୍ର କୁମାର ପୂର୍ଣ୍ଣିମା ରେ ପାଳିତ ହୋଇଅଛି । ଆଜି କୋଠପଦା ଗ୍ରାମରେ ଗଣକବି ବୈଷ୍ଣବ ପାଣିଙ୍କ ପବିତ୍ର ଜୟନ୍ତୀ ଅବସର ରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଉକ୍ତ ସଭାରେ ଓଡ଼ିଆ ବୈଷ୍ଣବ ପାଣିଙ୍କ ସ୍ମୃତି ଚାରଣ କରାଯିବା ସହ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।କଟକ ଜିଲ୍ଲା ମହଙ୍ଗା ବ୍ଲକରୁ ମନୋରଞ୍ଜନ ତରାଇଙ୍କ ରିପୋର୍ଟ
ସାରସ୍ଵତ ସାଧକ ମୁକୁଟ ବିହିନ ଗୀତିନାଟ୍ୟ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୩୮ତମ ଜୟନ୍ତୀ ପାଳିତ
Click for Any Complaint Regarding This News
AAA Online Services