ଭୁବନେଶ୍ୱରରେ କେବେ ଖୋଲିବ ସ୍କୁଲ ଓ ମନ୍ଦିର

Advertisement
Advertisement
Click for Any Complaint Regarding This News
AAA Online Services

ନବମରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ପ୍ରସଙ୍ଗ; ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ BMC କମିଶନର ସୂଚନା ପ୍ରଦାନ କରିଛନ୍ତି l କମିଶନରଙ୍କ ସୂଚନା ମୁତାବକ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ SOP ଜାରୀ କରିବେ l SOP ଜାରୀ କରିବା ପରେ ଭୁବନେଶ୍ୱର ଭିତରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ l ସେହିପରି ମନ୍ଦିର ଖୋଲିବା ନେଇ ବିଏମ୍‌ସି କମିଶନର ନିଜର ପ୍ରତିକ୍ରିୟା ରଖିଛନ୍ତି l ମନ୍ଦିର ଖୋଲିବା ନେଇ ବିଏମ୍‌ସି ଲୋକଙ୍କ ଫିଡ୍‌ବ୍ୟାକ୍‌ , ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଓ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଅଲୋଚନା ପରେ  ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି BMC କମିଶନର ସୂଚନା ପ୍ରଦାନ କରିଛନ୍ତି l

Please Share

Leave a Reply

Your email address will not be published. Required fields are marked *