- ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲା ଯାଇ ପାରିବ ।
- ଧର୍ମାନୁଷ୍ଠାନ କର୍ତୃପକ୍ଷ କୋଭିଡ୍ ନିୟମର ନିୟମ ପାଳନ କରିବାକୁ ବାଧ୍ୟ ।
- କେବଳ ପ୍ରଶାସନର ଅନୁମତି ନେଇ ପୂଜାପାଠ ଏବଂ ଧାର୍ମିକ ଉପାସନା ହୋଇପାରିବ ।
- ବାହାଘର ଉତ୍ସବରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମିତ ଦିଆଯାଇଛି ।
- ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ ଓ ମାସ୍କ୍ ପିନ୍ଧିବା ବାଧ୍ୟତା ମୁଳକ ଅଟେ ।
- ତେବେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ନଭେମ୍ବର ୩୦ ଯାଏଁ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ବନ୍ଦ ରହିବ ।
- କେବଳ କ୍ରୀଡାବୀତ ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ
ଧର୍ମାନୁଷ୍ଠାନ, ବାହାଘର ଓ ଅନ୍ତିମ ସଂସ୍କାର ନେଇ ନୂଆ ଗାଇଡଲାଇନ୍ ଜାରୀ ; କେମିତି ରହିବ ନୁଆ ନିୟମ
Click for Any Complaint Regarding This News
AAA Online Services