ଭୁବନେଶ୍ୱର: ଆଜି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଶିତ ଦିନେ କରୋନା ସଂକ୍ରମଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି l Institute of Life Sciences (ILS) ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ ଶୀତ କରୋନା ସଂକ୍ରମଣ ବ୍ୟାପିବାରେ ବିଶେଷ ଭାବେ ସହାୟକ ହେଉଛି, ତେଣୁ ଏଥି ପ୍ରତି ସଜାଗ ରହିବା ଉଚିତ୍ l ଶୀତ ଦିନେ ବିଶେଷ ସଜାଗ ନ ରହିଲେ ସଂକ୍ରମଣ ବୃଦ୍ଧି ପାଇପାରେ l ତେବେ ଅଜୟ ପରିଡ଼ାଙ୍କ ସୁଚନା ଅନୁସାରେ ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ୍ ହେଉଛି କିନ୍ତୁ ଏଯାବତ୍ ବହୁତ କମ ସଂଖ୍ୟାରେ ହେଉଥିବା ସେ ସୁଚନା ପ୍ରଦାନ କରିଛନ୍ତି l
IMPORTANT NEWS : ଶିତ ଦିନେ କରୋନା ସଂକ୍ରମଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ILS ନିର୍ଦ୍ଦେଶକ ଅଜୟ ପରିଡ଼ା
Click for Any Complaint Regarding This News
AAA Online Services