କଟକ : କରୋନା ପ୍ରକୋପ ଏଥର ପ୍ରସିଦ୍ଧ ବାଲିଯାତ୍ରା ଉପରେ ପଡିଛି। ଚଳିତ ବର୍ଷ କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । କୋଭିଡ୍ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବନି ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଏପରି ସମୟରେ ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । ଏହା ସହିତ କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ବାରଣ କରାଯାଇଛି । ଧବଳେଶ୍ୱରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି।
BREAKING : କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା
Click for Any Complaint Regarding This News
AAA Online Services