କାଳ ସାଜିଲା ବୋମା ଭିଡା : ବୋମା ବିସ୍ପୋରଣ,ଜଣେ ମୃତ ଦୁଇ ଗୁରୁତର

Advertisement
Advertisement
Click for Any Complaint Regarding This News
AAA Online Services

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା କେ.ଭୀମପୁର ଗାଁର ବୁଲୁ ମଲ୍ଲିକ ଙ୍କ ଘର ଛାତ ଉପରେ ତିନି ଜଣ ବୋମା ଭିଡୁ ଥିବାବେଳେ ବିସ୍ପୋରଣ।ବିସ୍ପୋରଣରେ ଜଣେ ମୃତ, ଦୁଇ ଗୁରୁତର।ମୃତକ ଜଣକ ହେଲେ ଭୀମପୁର ଗାଁ ର ବୁଲୁ ମଲ୍ଲିକ।ଦୁଇଗୁରୁତର ହେଲେ ବାଟ ଶସନ ଗାଁର ପ୍ରକାଶ ନାୟକ,ନନ୍ଦିଆ ନାୟକ।ଗାଁ ଲୋକେ ରକ୍ତ ଜୁଡୁବଡୁ ଅବସ୍ଥାରେ ପଡିଥିବା ଦେଖି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସେରଗଡ଼ ମେଡିକାଲ ରେ ଭର୍ତି କରିଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *