ଛତ୍ରପୁର : ଦିନକୁ ଦିନ ହୋଟେଲ ର ଚାହିଦା ବଢ଼ିବାରେ ଲାଗିଛି l ଆଉ ଲୋକ ମଧ୍ୟ ହୋଟେଲ ରେ ଖାଇବାକୁ ବେଶ ପସନ୍ଦ କରୁଛନ୍ତି l ପବିତ୍ର ଦଶହରା ଉପଲକ୍ଷେ ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ତଥା ଗ୍ରୀଡ଼ ସମୁଖରେ ଏକ ନୂତନ ବିରିୟାନୀ ସେଣ୍ଟର ଜେ କେ ବିରିୟାନୀ ସେଣ୍ଟର କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ରିବନ କାଟି ଉଦଘାଟନ କରିଛନ୍ତି lଏଠି ଲୋକଙ୍କ ପକେଟ କୁ ଦେଖି ମେନ୍ୟୁ ରହିଛି ବୋଲି ବିରିୟାନୀ ସେଣ୍ଟର ର ପ୍ରତିଷ୍ଠାତା ସୁର ପ୍ରସାଦ ସାହୁ କହିଛନ୍ତି l ଏହି ଉଦଘାଟନି ଉତ୍ସବ ରେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ, ଜ୍ୟୋତି କୁମାରୀ ସାହୁ,ଯୁବ ଆଇନଜୀବି ହର ପ୍ରସାଦ ସାହୁ, ମିନତୀ ସାହୁ,ନରସିଂହ ସାହୁ, ମଞ୍ଜୁଳା ସାହୁ, ସ୍ୱପ୍ନାରାଣୀ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ lଛତ୍ରପୁର ରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ l
ଜେ କେ ବିରିୟାନୀ ଦରବାରର ଶୁଭାରମ୍ଭ
Click for Any Complaint Regarding This News
AAA Online Services