କରୋନା କାଳରେ ଏକମାତ୍ର ସାହାରା ଅନଲାଇନ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଲମ୍ବରଜୁନା ଠାରେ କରୋନା ପାଇଁ ବିଭିନ୍ନ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ମଞ୍ଚ ରେ ଦେଖିବା ସତରେ ସ୍ବପ୍ନ ହୋଇଗଲା lକଳାକାର ର ଜୀବନ ହେଉଛି କଳା l କଳା ବିନା କଳାକାର ବଞ୍ଚି ପାରେନା l ସେଥିପାଇଁ କଁହର୍ ସାଂସ୍କ୍ରୁତିକ ଅନୁଷ୍ଟାନ୍ ଏକ ନୂତନ ପ୍ରୟାସ୍ ଆରମ୍ଭ କରିଛି lବିଭିନ୍ନ କାର୍ଯ୍ୟକ୍ରମ କୁ ଅନଲାଇନ୍ ମାଧ୍ୟମରେ ତଥା ଇଉଟୁବ୍ ମାଧ୍ୟମରେ କାର୍ଯ୍ୟକ୍ରମ କୁ ଦର୍ଶକ ମାନଙ୍କୁ ଭେଟି ଦେବା ପାଇଁ ୨୬/୧୦ ରେ ଏକ ଆଲୋଚନା ହୋଇଯାଇଛି lକହଁର୍ ଅନୁଷ୍ଟାନର ସଂପାଦକ ମାଧବ ସିଂ ବରିହା କହିଛନ୍ତି କଳା ସଂସ୍କୃତି କୁ ବଞ୍ଚେଇବା ପାଇଁ ଏ କରୋନା କାଳ ରେ ଏକ ମାତ୍ର ଉପାୟ ଅନଲାଇନ୍ କାର୍ଯ୍ୟକ୍ରମ ା ଏହି ଆଲୋଚନା ଉତ୍ସବ ରେ ଅଶୋକ କୁମ୍ଭାର,ତରଣୀ ସାହୁ,ମଦନ ମହାପାତ୍ର,ରାଧାକାନ୍ତ ବରିହା,ଦିବ୍ୟ କିଶୋର ବରିହା,ରଜଂନ ସେଟ ପ୍ରମୁଖ ଉପସ୍ଥିତ ଥିଲେ lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *