ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଠାରେ ପବିତ୍ର ଦଶହରା ପାର୍ବଣ ଅବସରରେ ଗତକାଲି ଠାରୁ ଦୁଇ ଦିନ ଧରି ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରଦର୍ଶନୀ ପାଇକମାଲ ଠାରେ ଅନୁଷ୍ଠିତ ହୋଇଛି lଉକ୍ତ ପ୍ରଦର୍ଶନୀ ରେ ମାଣ୍ଡିଆ ରେ ନିର୍ମିତ ଲଡୁ, ଆରିସା ପିଠା,ଇଟିଲୀ, ପକୁଡ଼ି ର ପ୍ରଦର୍ଶନ ରେ ଲୋକେ ଖୁସି ରେ ଖାଇଥିଲେ l କ୍ଲବ ତରଫରୁ ଏଭଳି ସୁନ୍ଦର ପ୍ରୟାସ ପାଇଁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି l
ଉକ୍ତ କାର୍ଯ୍ୟକ୍ରମ କୁ ଅଂହିସା କ୍ଲବ ର ସଭ୍ୟ ପବିତ୍ର ଭୋଇ, ରାକେଶ ସାହୁ ପ୍ରମୁଖ ଖୁବ ସୁନ୍ଦର ଭାବରେ ପରିଚାଳନା କରିଥିଲେ lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଅହିଂସା କ୍ଲବ ପକ୍ଷରୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରଦର୍ଶନୀ
Click for Any Complaint Regarding This News
AAA Online Services