୨୬.୦୯.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ବର୍ଷା ଆହୁରି ୪୮ଘଣ୍ଟା
ଦୀର୍ଘ ସାତମାସ ପରେ ହସପିଟାଲ ପ୍ରଶାସନିିକ ଅଧିକାରୀଙ୍କ ଯୋଗଦାନ: ତିନିଦଫା ଦାବିପତ୍ର ପ୍ରଦାନ କଲେ ଜେଡ଼ିଏ ସଂଘ
ସମ୍ବଲପୁର ବିଶ୍ୱବିଦ୍ୟାଳୟ ନାକ ପରିଦର୍ଶନ ପୂର୍ବ ପ୍ରସ୍ତୁତି ପାଇଁ ତୃତୀୟ ପ୍ରଶିକ୍ଷଣ ଶିବିର
ଜାତୀୟ ୫-ଏ-ସାଇଡ୍ ହକି; ଓଡ଼ିଶା ମହିଳା ଓ ପୁରୁଷ ଦଳ ସେମିରେ
ପୁରୀ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଘାଟିରେ ନିରଙ୍କୁଶ ଭାବେ ବୁଲୁଛନ୍ତି ଲୋକେ: ସେନା ମୁଖ୍ୟ ରାୱତ
ଦିଲ୍ଳୀ ପୁଲିସ୍ ସହାୟତା ନମ୍ବର ବଦଳିଲା, ଏବେ ୧୦୦ ନୁହେଁ ୧୧୨ରେ କରିବାକୁ ପଡ଼ିବ କଲ୍
ଟାଟାଷ୍ଟିଲ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ଓ ମାନପତ୍ର ବଣ୍ଟନ
ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ଅଛି, ଲୋକଙ୍କୁ କିଲୋ ପ୍ରତି ୨୪ ଟଙ୍କାରେ ଯୋଗାଇ ଦିଆଯିବ: ରାମବିଳାସ
ଝାଡ଼ଖଣ୍ଡ: ଖ୍ରୀଷ୍ଟିଆନ ସ୍କୁଲରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ୧୭ ଛାତ୍ର ନିଲମ୍ବିତ
ଆତଙ୍କବାଦୀ ଆକ୍ରମଣ ଭୟ! ହାଇ ଆଲର୍ଟରେ ସମସ୍ତ ବାୟୁ ସେନା ଘାଟି
ସ୍ୱାମୀ ପରିତ୍ୟକ୍ତାଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ସହାୟତା ଭତ୍ତା ଘୋଷଣା କଲେ ଯୋଗୀ
ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର
କାଶ୍ମୀର ପ୍ରସଙ୍ଗରେ ହାର୍ ମାନିଲେ ଇମ୍ରାନ
ମୋଦୀଙ୍କୁ ‘ଫାଦର ଅଫ୍ ଇଣ୍ଡିଆ’ କହିଲେ ଟ୍ରମ୍ପ; କଂଗ୍ରେସର କଡ଼ା ବିରୋଧ
ଗ୍ବାଲିଅରରେ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ସୁରକ୍ଷିତ
ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ