୧୯.୦୯.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି – ସୋମବାର ଶପଥଗ୍ରହଣ
ମୋଦୀଙ୍କୁ ଭେଟିଲେ ମମତା :ଋଣଛାଡ଼, ରାଜ୍ୟ ନାମ ପରିବର୍ତ୍ତନ ଲାଗି ଲୋଡ଼ିଲେ ସହଯୋଗ
ଗୋରଖପୁର ବାୟୋଫୁଏଲ କମ୍ପ୍ଲେକ୍ସ ଉଦଘାଟିତ
‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସଙ୍ଗରେ ନରମିଲେ ଶାହା‘ ଆଞ୍ଚଳିକ ଭାଷା ଉପରେ ହିନ୍ଦୀ ଲଦିବାକୁ ଆଦୌ କହି ନାହିଁ
ରାଜୀବଙ୍କ ସନ୍ଧାନରେ କଲକାତା ଆସିଲା ସ୍ବତନ୍ତ୍ର ସିବିଆଇ ଦଳ
ନାଲକୋର ୩୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ସମ୍ବଲପୁର ଘରୋଇ କଲେଜ ର୍ୟାଗିଂ ଘଟଣା: ଜିଲାପ୍ରଶାସନର ଦ୍ୱାରସ୍ଥ ହେଲେ ପିଡିତ ଛାତ୍ର
ମୋଦୀଙ୍କ ବିମାନ ଉଡାଣ ନେଇ ଭାରତର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ବିରାଟଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ୱିକେଟରେ ବିଜୟୀ
ଅଯୋଧ୍ୟା ମାମଲା ଡେଡ଼ଲାଇନ – ଅକ୍ଟୋବର ୧୮
ଭୁଶୁଡ଼ିଲା କେନାଲ ବ୍ରିଜର ପିଲାର୍; ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
ନିଷେଧ ହେଲା ଇ-ସିଗାରେଟ: ଅମାନ୍ୟ କଲେ ଜେଲ ଜରିମାନା
ସରକାରୀ କର୍ମଚାରୀ ଫେରାଇଲେ କାଳିଆ ଟଙ୍କା
ସୁବାସ ଚୌହ୍ଵାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତ
ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ – ଜୟଶଙ୍କର
ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ, ଜୋତା ଓ ପରିଚୟ ପତ୍ର
ଧାମରାରେ ତଟ ସୁରକ୍ଷା ସାଗର କବଚ; ଶେଷ ପର୍ଯ୍ୟାୟରେ ଧରା ପଡିଲେ ୪ ଆତଙ୍କବାଦୀ
୩ୟ ଥର ପାଇଁ ଏନବିଏ ଅଧ୍ୟକ୍ଷ ହେଲେ ରଜତ ଶର୍ମା
କୋଦଳା ଜେଲରେ ବିଚାରାଧୀନ କଏଦୀ ମୃତ
ପାକିସ୍ତାନକୁ ଝଟକା: ମୋଦୀ-ଜିନପିଙ୍ଗ ସାକ୍ଷାତରେ ସ୍ଥାନିତ ହେବନି କାଶ୍ମୀର ପ୍ରସଙ୍ଗ
ସାବରକର ସେ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଅସ୍ତିତ୍ୱକୁ ଆସିନଥାନ୍ତା ପାକିସ୍ତାନ : ଉଦ୍ଧବ ଠାକରେ
୮ ଲକ୍ଷ ପୁରସ୍କାର ଥିବା କୁଖ୍ୟାତ ନକ୍ସଲର ଆତ୍ମସମର୍ପଣ
ପାକିସ୍ତାନକୁ ୟୁରୋପୀୟ ୟୁନିଅନର ଝଟକା; କହିଲେ- ଭାରତକୁ ଆତଙ୍କବାଦୀ ପଡୋଶୀରୁ ଆସନ୍ତି, ଚନ୍ଦ୍ରରୁ ନୁହେଁ
ଲଦାଖରେ ସେନାର ସମରାଭ୍ୟାସ