୧୪.୦୯.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା
ଓଡ଼ିଶାର କିନ୍ନର ରାଣୀଙ୍କୁ ୫ ରେଟିଂ; ଭାରତର ଏକ ନମ୍ବର ଉବେର ଚାଳିକା
ଅକ୍ଟୋବର ୨ରୁ ହାୱଡାରେ ଷ୍ଟେସନରେ ପ୍ଲାଷ୍ଟିକ୍ ବ୍ୟାଗ୍ ମନା
ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ନିସ୍ତାର ନାହିଁ; ଚାକିରିରୁ ବିଦାହେଲେ ୧୬ ସରକାରୀ କର୍ମଚାରୀ
“ମୋ ସରକାର” କାର୍ଯ୍ୟକ୍ରମ ପାଇଁ ତତ୍ପର ଆରକ୍ଷୀ ମହାନିର୍ଦ୍ଦେଶକ : ପୁଣି କଲେ ସମୀକ୍ଷା
ମାନ୍ଦା ଆର୍ଥନୀତିକୁ ସୁଧାରିବା ପାଇଁ ମନମୋହନ ସିଂହଙ୍କ ୫ଟି ପରାମର୍ଶ
ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କଲା ଇଡ଼ି; ଶିବକୁମାରଙ୍କର ଅଛି ୩୧୭ଟି ବ୍ୟାଙ୍କ ଆକାଉଣ୍ଟ
ଆୟକର ଦାତାଙ୍କୁ ଆଶ୍ବସ୍ତି – ଆଉ ଯିବାକୁ ହେବନି ଆୟକର କାର୍ଯ୍ୟାଳୟ
ସ୍ମାର୍ଟ ସିଟି ଘରେ ଘରେ ଲାଗିବ ଡିଜିଟାଲ ଡୋର ସିଷ୍ଟମ
ରାଜ୍ୟର ସମସ୍ତ +୩ କଲେଜର ଣ୍ରେଣୀ ଗୃହରେ ଲାଗିବ ସିସିଟିଭି – ସମସ୍ତ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ
ଠିକ୍ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ କରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ମାଲକାନଗିରି ନାୟକଗୁଡ଼ା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
ଗାଡି କାଗଜ ପତ୍ର କାମ ପାଇଁ ଭୁବନେଶ୍ଵରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲାଯିବ
କାେଣାର୍କ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ, କେବଳ କେମିକାଲ ଟ୍ରିଟମେଣ୍ଟ ହେବ – ଆମିକସ୍ କ୍ୟୁରି
ଟୀକା ନେବାପରେ ରାଉରକେଲା ସେକ୍ଟର ୬ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ – ତଦନ୍ତକାରୀ ଟିମ ଗଠିତ
ଇମ୍ଫା – ଏନ୍ଆଇଟି ରାଉରକେଲା ଅନୁବନ୍ଧିତ – ‘ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍ ମେଡାଲ’ରେ ଏନ୍ଆଇଟି ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସମ୍ମାନିତ କରିବ ଇମ୍ଫା
ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା – କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ାକୁ ସତର୍କ ସୂଚନା
ଆସନ୍ତା ୨୭ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ – ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ
ବିଧାନସଭାରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ଭଲ ବ୍ୟବହାର ଓ ସରଳ ଜୀବନ ଯାପନ ପାଇଁ ବିଧାୟକଙ୍କୁ ପରାମର୍ଶ ଦେଲେ ନବୀନ
ମାଲକାନଗିରିରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ଅଭିଯୋଗ ହୋଇଛି – ଅଣ୍ଡା ଭିତରୁ ବାହାରିଲା ପ୍ଲାଷ୍ଟିକ୍ ଆବରଣ
ପୁରୀ ବିକାଶ ଦାୟିତ୍ୱରେ ଦାୟିତ୍ୱରେ ୨୦୧୮ ବ୍ୟାଚ୍ର ୫ ନୂଆ ଆଇଏଏସ୍ – ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ୍, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେସ୍ ଦାସ ପାଟିଲ୍
ଛାତ୍ର ସଂସଦ ଆବାହକ ଇତିଶ ଓ ପିସିସି ସଭାପତି ନିରଞ୍ଜନ ମୁହାଁମୁହିଁ – ନିରଞ୍ଜନ କହିଲେ ନିର୍ବାଚନରେ ହାରିବା ପରେ ଇତିଶ ନିରାଶ
ସମ୍ବଲପୁର ଅଇଁଣ୍ଠାପାଲିରେ ଘରର କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ
ହୀରାକୁଦର ଆଉ ୩ଟି ଗେଟ୍ ଖୋଲିଲା – ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ
ପାରାଦ୍ୱୀପ ବନ୍ଦର ଭିତରେ ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା – ନିଷିଦ୍ଧାଞ୍ଚଳରେ ଆରମ୍ଭ ହେଲା ବସ୍ ସେବା
ସାମାଜିକ ଗଣମାଧ୍ୟମଗୁଡିକ ସହ ଆଧାର ସଂଯୋଗ ପାଇଁ ଚିନ୍ତା କରୁଛନ୍ତି କି ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି
ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ହାଜତ ମିଆଦ ପାଞ୍ଚ ଦିନ ବୃଦ୍ଧି
ରାମ ମନ୍ଦିର ଏବଂ ବାବରି ମସଜିଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣୀ – ସେଠାରେ ମସଜିଦ ଥିବା ଦାବୀ କରି ଦଲିଲ ଉପସ୍ଥାପନ କରିଛନ୍ତି ମୁସଲିମ ପକ୍ଷ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ଓଲଟି ୧୧ ମୃତ, ୪ ନିଖୋଜ
ଫାଇନ ଆଦାୟ ରେକର୍ଡ – ନୂଆଦିଲ୍ଲୀରେ ଟ୍ରାଫିକ୍ ନିୟମ ଭାଙ୍ଗି ଟ୍ରକ୍ ଡ୍ରାଇଭର ଗଣିଲେ ୨ ଲକ୍ଷ ଟଙ୍କା ଜରିମାନା
ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନର ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ
ଗିରଫ ହୋଇ ପାରନ୍ତି ରାଜୀବ କୁମାର – ସାରଦା ଚିଟ ଫଣ୍ଡ ମାମଲାରେ ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ହଟାଇଲେ କୋଲକାତା ହାଇକୋର୍ଟ
ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ମୁତୟନ କରିବ ଆଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର
ଦିଲ୍ଲୀ ବିଶ୍ଵବିଦ୍ୟାଳୟ ନିର୍ବାଚନ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ – ଏବିଭିପିର ବିପୁଳ ବିଜୟ
ମନି ଲଣ୍ଡରିଂ ମାମଲାରେ ଜଡିତ ରବର୍ଟ ଭଦ୍ରାଙ୍କୁ ବ୍ୟବସାୟ ଉଦ୍ଦେଶ୍ୟରେ ୨୧ ସେପ୍ଟେମ୍ବରରୁ ୮ ଅକ୍ଟୋବର ଯାଏଁ ସ୍ପେନ ଯାତ୍ରା ପାଇଁ ଅନୁମତି ପ୍ରଦାନ କଲେ ସ୍ୱତନ୍ତ୍ର ଜଜ୍ ଅରବିନ୍ଦ କୁମାର
ଜାମ୍ମୁ କାଶ୍ମୀର କିସ୍ତୱାଡାରେ ପିଡିପିର ନେତା ନସୀରଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ରାଇଫଲ ଛଡାଇ ଆତଙ୍କବାଦୀମାନେ
ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍ ପ୍ରସଙ୍ଗ, ସୁପ୍ରିମକୋର୍ଟ କଲେ ଶୁଣାଣୀ – ସେପ୍ଟେମର ୨୪ ସୁଦ୍ଧା ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
ବିକ୍ରମ ଲ୍ୟାଣ୍ଡରକୁ ଖୋଜିବ ଆମେରିକାର ନାସା – ମଙ୍ଗଳବାର ଦିନ ବିକ୍ରମ ଲ୍ୟାଣ୍ଡିଂ ସ୍ଥାନ ଉପରେ ଊଡାଣ ଭରିବ ନାସାର ଅର୍ବିଟର
ପୁଣି ଦିଲ୍ଲୀରେ ଲାଗୁ ହେବ ଅଡ-ଇଭିନ୍ ସ୍କିମ୍ କେଜରିୱାଲ କହିଲେ କାମ ହେବ ପ୍ରଦୂଷଣ