ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ।

Advertisement
Advertisement
Click for Any Complaint Regarding This News
AAA Online Services

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦିଲ୍ଲୀ ଏମ୍ସରେ ବିୟୋଗ ହୋଇଛି । ହୃଦୟଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିବା ସୁଷମା ତାଙ୍କ କାର୍ଯ୍ୟ ପାଇଁ ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ମୃତ୍ୟୁର ୩ଘଣ୍ଟା ପୂର୍ବରୁ ନିଜ ଟ୍ୱିଟର ଜରିଆରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କହିଥିଲେଯେ ୩୭୦ଉଛେଦ ଓ କାଶ୍ମୀରର ସ୍ୱାଧୀନତା ଦେଖିବା ପାଇଁ ମୁଁ ବଞ୍ଚି ଥିଲି। ତାଙ୍କ ମୃତ୍ୟ ଖବର ପ୍ରସାରିତ ହେଲା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Please Share

Leave a Reply

Your email address will not be published. Required fields are marked *