୩୭୦ ଉଚ୍ଛେଦ ପ୍ରସଙ୍ଗରେ କଂଗ୍ରେସ ଦୁଇ ଭାଗ: ଜ୍ୟୋତିରାଦିତ୍ୟ ସିନ୍ଧିଆ ସହିତ ବହୁ କଂଗ୍ରେସ ନେତା ୩୭୦ ଉଛେଦକୁ ସମର୍ଥନ।

Advertisement
Advertisement
Click for Any Complaint Regarding This News
AAA Online Services

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥନ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ ଏହାକୁ ସମର୍ଥନ କରିଛନ୍ତି। ସଂସଦରେ କଂଗ୍ରେସ ଏହାକୁ ବିରୋଧ କରିଥିଲା । ମାତ୍ର ଉତ୍ତରପ୍ରଦେଶ ରାଏ ବରେଲିର ବିଧାୟିକା ଅଦିତି ସିଂ, ରନଦୀପ ହୁଡ଼ା, ପ୍ରମୋଦ କୃଷ୍ଣମ, ଜନାର୍ଦ୍ଦନ ରେଡ଼ି ଭଳି ବହୁ ନେତା ମଧ୍ୟ ଦଳୀୟ ନିଷ୍ପତି ବିରୋଧରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ।ଏହାକୁ ନେଇ କଂଗ୍ରେସ ଦୁଇ ଭାଗ ହେଉଥିବା ଦେଖିବାକୁ ମିଳିଛି । ।

Please Share

Leave a Reply

Your email address will not be published. Required fields are marked *